ସର୍ବକ୍ଷମା ହିଁ ଶେଷ ବିକଳ୍ପ, ଜନପଥରେ ସିଲ୍‌ ହେବ ବେଆଇନ ନିର୍ମାଣ

ମାସ ଶେଷକୁ ହେବ ଜୋରଦାର ଚଢ଼ଉ, ବସିବ ମୋବାଇଲ୍‌ କୋର୍ଟ ଭୁବନେଶ୍ୱର: ସର୍ବକ୍ଷମା ଯୋଜନାର ଅବଧି ଫେବୃଆରୀ ୨୦ରେ ସରିବ। ଏହାପରେ ବିଏମ୍‌ସି ଓ ବିଡିଏ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ବେଆଇନ ନିର୍ମାଣ ଉପରେ ଚଢ଼ଉ ହେବ। ଯିଏ ବିଡିଏର ବିଲଡିଂ ଏବଂ ପ୍ଲାନିଂ ନିୟମକୁ ଉଲ୍ଲଂଘନ କରି ବେଆଇନ ନିର୍ମାଣ କରିଥିବେ, ସେଗୁଡ଼ିକୁ ଭଙ୍ଗାଯିବ ନଚେତ୍ ସିଲ୍‌ କରାଯିବ। ଚଳିତ ମାସର ଶେଷ ସପ୍ତାହରୁ ସମସ୍ତ … Continue reading ସର୍ବକ୍ଷମା ହିଁ ଶେଷ ବିକଳ୍ପ, ଜନପଥରେ ସିଲ୍‌ ହେବ ବେଆଇନ ନିର୍ମାଣ